ଅପରାଧ

ସେକ୍ସ ରାକେଟର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ହିମାଞ୍ଚଳ ପ୍ରଦେଶ ଶିମଲା, ମନାଲି କୁଲୁ ଭଳି ପର୍ଯ୍ୟଟନ ସ୍ଥଳୀକୁ ବର୍ଷ ସାରା ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସନ୍ତି କିନ୍ତୁ ଏଠାରେ ଦେହ ବ୍ୟବସାୟ ଚାଲୁଛି ବିଦେଶରୁ ଯୁବତୀମାନଙ୍କୁ ଆଣି ଲଗାଯାଉଛି ଏହି ଧନ୍ଦାରେ ସମ୍ପର୍କରେ ଗୁପ୍ତ ସୂଚନା ପାଇ ପୋଲିସ ମଣ୍ଡି ସଦରର ରାମନଗର ଇଲାକାରେ ଚଢଉ କରି ସେକ୍ସ ରାକେଟ୍ ପର୍ଦ୍ଦାଫାସ୍କରିବା ସହ ଜଣ ବାହାର ରାଜ୍ୟର ଯୁବତୀଙ୍କୁ ଉଦ୍ଧାର କରିଛି ଜଣେ ମହିଳା ନିଜ ଘରେ ଦେହଜୀବୀମାନଙ୍କୁ ରଖି ସେକ୍ସ ରାକେଟ ଚଳାଉଥିଲେ ହୋଟେଲକୁ ମଧ୍ୟ ଏମାନଙ୍କୁ ପଠାଯାଉଥିଲା

ଦୀର୍ଘ ଦିନ ଧରି ଚାଲୁଥିବା ଏହି କାରବାର ବିଷୟରେ ଆଖପାଖ ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ସେଠାରେ ଚଢଉ କରି ପରେ ସେକ୍ସ ରାକେଟ୍ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି