ବ୍ରହ୍ମପୁର

ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର : ( ଅସିତ ପଣ୍ଡା)  ବ୍ରହ୍ମପୁର ମେଡିକାଲ ପଡିଆ ପଶ୍ଚିମ ପଟରେ ବିଶ୍ଵ ପରିବାର ଦିବସ ଅବସରରେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣାଙ୍କ ନେତୃତ୍ବରେ ନିମଗଛ ୩୦୦, କୋନା କାର୍ପସ୍ ୧୦୦, ଓ ଛତିଆନ୍ ଗଛ ୧୦୦ ମୋଟ ୫୦୦ ଗଛ ରୋପଣ କରାଯାଇଥିଲା । ମୂଖ୍ୟ ଅତିଥି ଭାବେ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ  ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ବିଜେଡି ସଭାପତି  ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମେଡିକାଲ ପ୍ରିନିସପାଲ୍ ଜ୍ବତିମୟୀ ତ୍ରିପାଠୀ, ମେଡିକାଲ ଅଧ୍ୟକ୍ଷ ଶନ୍ତୋଷ ମିଶ୍ର, ସଂଜିତ ପାଣିଗ୍ରାହୀ, ସଂଘମିତ୍ରା ଦଳେଇ, ଧନୁଞ୍ଜୟ ରାଓ, ବିଜୟ ସାମଲ, କାହ୍ନୁଚରଣ ପାତ୍ର, ମୁକୁନ୍ଦ ଗୌଡ଼, ମମତା ବିଷୋୟୀ,ସଂଞ୍ଜୟ ଜେନା, ଜଗନ୍ନାଥ ସାବତ, ଟି ଗୋପି, ଅନିଳ ସାହୁ, ଆର୍ ମୁରୁଳି ମହୋନ, ଭିଷ୍ମାଚାର୍ଯ୍ୟ ଚୌଧୁରୀ,ଟି ତ୍ରିପତି ପାତ୍ର, ସୁରେନ୍ଦ୍ର ମହାରଣା, ପ୍ରଦିପ ବେହେରା, ସୁରେନ୍ଦ୍ର ପଟ୍ଟନାୟକ, ବିଜୟ ଭାସ୍କର ସିଂ, ସୁରେଶ ତ୍ରିପାଠୀ, ପ୍ରଶାଦ ପାତ୍ର, ଜିତେନ୍ଦ୍ର ନାଥ ପଟ୍ଟନାୟକ, କୈଳାସ ଚୌଧୁରୀ, ବଳରାମ ପାତ୍ର, କୈଳାସ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପଣ୍ଡା, ଜେ ରାମାରାଓ, ରାମମୁର୍ତ୍ତି, ଭେଙ୍କେଟି ରେଡି, ପ୍ରଭାକର ମହାନ୍ତି ଯେଗଦେଇ ସାମାଜିକ ଦୂରତା ବଜାୟ ରଖି ବୃକ୍ଷ ରୋପଣ କରାଯାଇଥିଲା ।