Month: March 2020
ସଂକ୍ରମଣ ରୋକିବାକୁ ବ୍ରହ୍ମପୁର ମହାନଗର ନିଗମ କଟକଣା, କଲ୍ୟାଣ ମଣ୍ଡପ, ପାର୍କ ଓ ଲାଇବ୍ରେରୀ ବନ୍ଦ
ବ୍ରହ୍ମପୁର : ରାଜ୍ୟରେ କରୋନା ଭାଇରସ୍କୁ ନେଇ ରାଜ୍ୟ ବିପର୍ଯ୍ୟୟ ଘୋଷଣା ମୁଖ୍ୟମନ୍ତ୍ରୀ କରିଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ବିଏମ୍ସି ଅଞ୍ଚଳରେ କରୋନା ପ୍ରତିକାର ଦୃଷ୍ଟିରୁ ବ୍ୟାପକ କଟକଣା ଜାରି କରିଛି । ସର୍ବସାଧାରଣ ଲୋକଙ୍କ ଗହଳି ହେଉଥିବା ପାର୍କ, ଲାଇବ୍ରେରୀକୁ ବନ୍ଦ କରି ଦିଆଯାଇଛି । କଲ୍ୟାଣ ମଣ୍ଡପ, ମ୍ୟାରେଜ୍ ଗାର୍ଡେନ୍ ସମେତ କର୍ମାନୁଷ୍ଠାନମାନଙ୍କରେ ପାର୍ଟି, ଭୋଜି କରିବାକୁ ବାରଣ କରାଯାଇଛି । ପରୀକ୍ଷା […]
ଘରକୁ ଫେରିଲେ ବ୍ରହ୍ମପୁରର ଶିବାଶିଷ, ବଖାଣିଲେ ଅନୁଭୂତି
ବ୍ରହ୍ମପୁର : ଘରକୁ ଫେରିଲେ ଶିବାଶିଷ ନାୟକ । ବ୍ରହ୍ମପୁର ପନ୍ଦରା ସାହିର ଶିବାଶିଷ ନାୟକ ଜାନୁଆରୀ ୧୦ ତାରିଖରେ ଜାପାନ ଯାଇଥିଲେ । ଫେବୃଆରୀ ୬ ତାରିଖରେ ଫେରିବାର ଥିଲା । କରୋନା ଯୋଗୁ ଜାପାନର ପ୍ରିନ୍ସେସ ଡାଇମଣ୍ଡ ଜାହାଜରେ ଅଟକିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଫେବୃଆରୀ ୨୭ ତାରିଖରେ ଜାହାଜରୁ ଉଦ୍ଧାର ହୋଇ ବିମାନ ଯୋଗେ ଦିଲ୍ଲୀ ଆସିଥିଲେ । ରିପୋର୍ଟର ନେଗେଟିଭ୍ ଆସିବା ପରେ କ୍ୱାରାଣ୍ଟାଇନ୍ ସେଣ୍ଟରରେ ୧୪ […]