ଦେଶ ବିଦେଶ

WHOରେ ଭାରତକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ହେଲେ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟାଳୟର ବାର୍ଷିକ ବୈଠକ ନେତୃତ୍ୱ କରିବାକୁ ଏବେ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ  । ଭାରତ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ୨୨ ମେ’ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ପଦ ସମ୍ଭାଳିବେ । ଡ. ହର୍ଷବର୍ଦ୍ଧନ ଜାପାନର ଡକ୍ଟର ହିରୋକି ନକାତାନୀଙ୍କ ସ୍ଥାନ ନେବେ ।  ଡ. ହିରୋକି ଏବେ ୩୪ ସଦସ୍ୟ ବିଶିଷ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି । ଉଲ୍ଲେଖନୀୟ ଯେ, ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ […]

ଓଡ଼ିଶା

ଆନ୍ଧ୍ର, ତାମିଲନାଡୁ ଓ ତେଲେଙ୍ଗାନାରୁ ଧାମୁଣିଗାଁ ନାକା ପଏଣ୍ଟରେ ପହଞ୍ଚିଲେ ୪୦ ପ୍ରବାସୀ ଓଡିଆ

ପାରଳାଖେମୁଣ୍ଡି : ଭୋର ସକାଳୁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଧାମୁଣୀଗାଁ ଆନ୍ଦ୍ର ସୀମାନ୍ତ ନାକା ପଏଣ୍ଟ ଠାରେ ଚାଲି ଚାଲି ଆସି ପହଞ୍ଚିଛନ୍ତି ୪୦ ଜଣ ପ୍ରବାସୀ ଓଡିଆ। ଏଥିରେ ୨୦ ଜଣ ଝିଅ ଓ ୨୦ ଜଣ ପୁଅ ଅଛନ୍ତି। ଏମାନେ ସମସ୍ତେ ଗଜପତି ଜିଲ୍ଲା ରାୟଗଡ, ଗୁମ୍ମା, ନୁଆଗଡ, ଗୋଷାଣୀ ବ୍ଲକ ଅଞ୍ଚଳର।ଏମାନେ ସମସ୍ତେ ଆନ୍ଦ୍ର, ତାମିଲନାଡୁ ଓ ତେଲେଙ୍ଗାନା ଯାଇ ଦାଦନ ଶ୍ରମିକ ଭାବେ ବିଭିନ୍ନ କାରଖାନାର କାମ କରୁଥିଲେ। […]

ଓଡ଼ିଶା

ପାରାଦୀପଠାରୁ ଦୂରଉଛି ବାତ୍ୟା କିନ୍ତୁ ଟଳିନି ବିପଦ !

ଭୁବନେଶ୍ୱର:  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ପାରାଦୀପଠାରୁ ବର୍ତ୍ତମାନ ଧୀରେ ଧରେ ଦୂରଉଥିବା ସୂଚନା ମିଳିଛି । କିନ୍ତୁ ଓଡ଼ିଶା ପ୍ରତି ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । ଆଗାମୀ ୪ଘଣ୍ଟା ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି । ବର୍ତ୍ତମାନ ପାରାଦୀପଠାରୁ୧୪୦କିମି ଦୂରରେ ରହିଛି ବାତ୍ୟା । ଦୀଘାଠାରୁ ୧୨୫କିମି ଦୂରରେ ଅବସ୍ଥିତ ବାତ୍ୟା । ବାଙ୍ଗଲାଦେଶ ୨୭୫ କିମି ଦୂରରେ ରହିଛି ବାତ୍ୟା । ବାତ୍ୟା ଘଣ୍ଟାକୁ ୨୯କିମି ବେଗରେ ଗତି କରୁଛି […]

ଓଡ଼ିଶା

ଚିହ୍ନଟ ହୋଇଥିବା ୭୪ଜଣ ଆକ୍ରାନ୍ତଙ୍କ ଆସିଲା ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୭୪କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ମହାରାଷ୍ଟ୍ର, ୨ଜଣ ଗୁଜୁରାଟ ଓ ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦାର ବୋଲି ଜଣାପଡ଼ିଛି । ଅନ୍ୟ ୫ଜଣ କ୍ୱାରେଣ୍ଟିନରେ ଥିଲେ । ଖୋର୍ଦ୍ଧାର ୭ଜଣ ଆକ୍ରାନ୍ତ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଗୁଜୁରାଟର, ଜଣେ ପଶ୍ଚିମବଙ୍ଗର ଓ ଜଣେ ସ୍ଥାନୀୟ ବାସିନ୍ଦାର । କଟକର ୯ଜଣ ଆକ୍ରାନ୍ତଙ୍କ […]

ଓଡ଼ିଶା

ମହାବାତ୍ୟା ‘ଅମ୍ଫାନ’ ର ପ୍ରଭାବ ରେ ମସ୍ଛଜୀବୀ ମାନଙ୍କୁ ସ୍ଥାନାନ୍ତରିତ କଲା ପ୍ରଶାସନ।

ଟାଙ୍ଗି : (ସନ୍ତୋଷ ଚୌଧୁରୀ) ବଙ୍ଗୋପସାଗର ମଧ୍ୟରେ ମହାବାତ୍ୟା ର ରୂପନେଲା ‘ଅମ୍ଫାନ’ ।ଏହା ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଗତି କରିବାରେ ଲାଗିଛି। ସ୍ଥଳଭାଗ ଛୁଇଁଲା ବେଳକୁ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ସାରିଥିବ ବୋଲି ଭାରତୀୟ  ପାଣିପାଗ  ବିଭାଗ ପକ୍ଷରୁ ସୂଚନା।ଏହାର ପ୍ରଭାବ ବର୍ତ୍ତମାନ ଚିଲିକା ଉପକୂଳ ବର୍ତ୍ତି ଅଞ୍ଚଳରେ ଦେଖିବକୁ ମିଳିଛି।ଏହାକୁ ନେଇ ଚିଲିକା ପ୍ରଶାସନ ପକ୍ଷରୁ ଡାକବାଦୀ ଯନ୍ତ୍ର ସାହାଯ୍ୟରେ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ସୂଚନା ଦିଆଯାଇଥିଲା […]

ବ୍ରହ୍ମପୁର

ଜିଲ୍ଲା ବିଜେପି ପକ୍ଷରୁ ଗରିବ ପରିବାରଙ୍କୁ ରାସନ ବଣ୍ଟନ

ବ୍ରହ୍ମପୁର : (ସତ୍ୟ ଚେତନ୍ ପରିଡା)  କୋରନା ପ୍ରକୋପରୁ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍ ଡ଼ାଉନ୍ ଚାଲିଛି । ଏଥିରେ  ସମସ୍ତ କଟକଣା କୋହଳ ହୋଇଥିଲେ ମଧ୍ୟ ଗରିବ ପରିବାର ବହୁ ପ୍ରଭାବିତ ହୋଇଛନ୍ତି । ତେବେ ୪ର୍ଥ ପର୍ଯ୍ୟାୟ ଲକ୍ ଡ଼ାଉନ୍ ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଗରିବ ପରିବାରଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକୀୟ ଶୁଖିଲା ଖାଦ୍ୟ, ମାସ୍କ୍, ଓ ରାସନ ସାମଗ୍ରୀ ସାହାର୍ଯ୍ୟ କରାଯାଉଛି । ଆଜି ମଧ୍ୟ ସେହିଭଳି ଗାନ୍ଧିନଗର […]

Breaking

ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ୧ ଅଟକ । ଥାନା ଘେରାଉ ବେଳେ ପୋଲିସ ଅଟକାଇଲା ,ବ୍ଲକ ଅଧଷ ମଧ୍ୟସ୍ଥତା ସାଜିଲେ।

ଅପରାଧ ବ୍ରହ୍ମପୁର

ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ୧ ଅଟକ । ଥାନା ଘେରାଉ ବେଳେ ପୋଲିସ ଅଟକାଇଲା ,ବ୍ଲକ ଅଧଷ ମଧ୍ୟସ୍ଥତା ସାଜିଲେ।

କୁକୁଡାଖଣ୍ଡି:ବେଆଇନ ମଦ ବିକ୍ରିକୁ କେନ୍ଦ୍ର କରି ସଦର ଥାନା ଅଧିନସ୍ଥ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଚଣ୍ଡିପଦର ହରିଜନ ସାହିରେ ଏପ୍ରିଲ ୧୨ ତାରିଖ ରାତିରେ ମଦ ଚଢଉ କରିବା ସମୟରେ କାର୍ଯ୍ୟରତ ଥିବା ନିମଖଣ୍ଡି ଫାଣ୍ଡି ଅଧିକାରୀ ଓ ଜଣେ ଗୃହରଖିଙ୍କୁ ଚୋରା ବେପାରୀ ମାନେ ମାଡ ମାରିଥିବା ଅଭିଯୋଗ ହୋଇଥିଲା lଏହି ଘଟଣାରେ ଆହାତ ଫାଣ୍ଡି ଅଧିକାରୀ ଓ ହୋମଗାର୍ଡଙ୍କୁ କୁକୁଡାଖଣ୍ଡି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଆକ୍ରମଣ କରିଥିବା ୩୬ ଜଣ ଅଭିଯୁକ୍ତଙ୍କ ବିରୋଧରେ […]

Breaking

ସମୁଦ୍ରରୁ ବଳ ଗୋଟାଇ ବଢ଼ୁଛି ‘ଅମ୍ଫାନ’: ୧୯ ବେଳକୁ ପ୍ରବଳ ବର୍ଷା; ବାତ୍ୟା ଆଶଙ୍କା।୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି।

Breaking

କରୋନା କାରଣରୁ ବଦଳିଲା ଓଡ଼ିଶା ହାଇକୋର୍ଟ ଆଇନଜୀବିଙ୍କ ଡ୍ରେସ କୋର୍ଡ।କଳା କୋର୍ଟ ଏବଂ ଗାଉନ ବଦଳରେ ଧଳାସାର୍ଟ, ସଲଓ୍ବାର କମିଜ୍ ପିନ୍ଧିବାକୁ ପରାମର୍ଶ।