ବ୍ରହ୍ମପୁର

କୁକୁଡ଼ାଖଣ୍ଡି ତହସିଲଦାରଙ୍କ ବହିଷ୍କାର ଦାବିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ

ବ୍ରହ୍ମପୁର : କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ବହିଷ୍କାର ଦାବିରେ ବ୍ଳକ ଅନ୍ତର୍ଗତ ୨୨ ଗୋଟି ପଞ୍ଚାୟତର ସମସ୍ତ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ବ୍ରହ୍ମପୁର ସବକଲେକ୍ଟର ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କୁକୁଡ଼ାଖଣ୍ଡି ବ୍ଳକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ରଙ୍କ ସମେତ ସଂପୃକ୍ତ ଅଞ୍ଚଳର ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନଙ୍କ ପକ୍ଷରୁ ପୂର୍ବରୁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସଂପର୍କରେ ପୁଖାନୁପୁଖ ଆଲୋଚନା […]

ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲାର ମଡେଲ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି : ପ୍ରମୂଖ ଶାସନ ସଚିବ

ଛତ୍ରପୁର : କୋଭିଡ୍ ପରିଚାଳନା ନୋଡାଲ ପ୍ରଶାସନିକ ଅଧିକାରୀ ତଥା ନଗର ଉନ୍ନୟନ ବିଭାଗ ପ୍ରମୂଖ ଶାସନ ସଚିବ ଜି.ମାଥିଭାଥାନନ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର କୋଭିଡ୍ ପରିଚାଳନାଗତ ଉନ୍ନୟନ କାର୍ଯ୍ୟ ଗୁଡିକ ସମୀକ୍ଷା କରିଛନ୍ତି । ତାମ୍ପରା ଠାରେ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧୀକାରୀମାନଙ୍କୁ ନେଇ ଏହି ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଶ୍ରୀ ମାଥିଭାଥାନନ ଜଣାଇଥିଲେ ଯେ, ଗତ ମାର୍ଚ୍ଚ ମାସ ଠାରୁ ଏଭଳି ଜଟିଳ ପରିସ୍ଥିତିରେ ନିଜକୁ ସମର୍ପିତ ହୋଇ ଦିନରାତି […]

ଓଡ଼ିଶା

ଲିଙ୍ଗନିରୁପଣ ସୂଚନା ଦେଲେ ଦଶହଜାର ପୁରସ୍କାର ଘୋଷଣା, ଶିଶୁ ଲିଙ୍ଗ ଅନୁପାତ ସନ୍ତୁଳନ ରକ୍ଷା ଦିଗରେ ବୈଠକ

ଛତ୍ରପୁର : ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୁତି ନିଦାନ କୌଶଳ ଅଧିନିୟମ ଜିଲ୍ଲା ପରାମର୍ଶ ଦାତା କମିଟିର ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନି କକ୍ଷରେ ଗଞ୍ଜମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଥିବା କ୍ଲନିକ ଗୁଡିକର ଫଜିକୃତ ନବୀକରଣ ଓ ନୂତନ ଭାବେ କ୍ଲିନିକ ଖୋଲିବା ସକାଶେ ଆବେଦନ କରିଥିବା କ୍ଲିନିକ ଗୁଡିକର ତଥ୍ୟ ଯାଞ୍ଚ କରି ସେମାନଙ୍କ ଆବେଦନର ଶୁଣାଣୀ ଦିଗରେ ପଦେକ୍ଷପ ଗ୍ରହଣ କରିବାକୁ ମତ […]

ବ୍ରହ୍ମପୁର

ଲକ୍ଷାଧିକ ଟଙ୍କାର ବାଣ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଫେରାର

ବ୍ରହ୍ମପୁର : ରାଜ୍ୟ ସରକାର ଆସନ୍ତା ଦୀପାବଳିକୁ ଦୃଷ୍ଟିରେ ରଖି ୩୦ ଡିସେମ୍ବର ପର୍ଯ୍ୟନ୍ତ ବାଣ ବିକ୍ରି ଓ ବାଣ ଫୁଟାଇବା ବିରୋଧରେ କଡା ନିୟମ କରିବା ପରେ ମଧ୍ୟ କେତେକ ସ୍ଥାନରେ ଲୁଚାଛପାରେ ବାଣ କାରବାର ଦେଖିବାକୁ ମିଳୁଛି । ତେଣୁ ଗଞ୍ଜାମ ପୋଲିସ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଧରାକୋଟ ପୋଲିସ ଏକ ବାଣ ବୋଝେଇ ଟ୍ରକ ଜବତ କରିଛି । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ […]

ଓଡ଼ିଶା

ଟ୍ରେନ୍ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ କୋଭିଡ୍ ନିଦ୍ଦେଶାଵଳୀ ଅନୁସରଣ କରିବା ସହ ସୁରକ୍ଷା ବ୍ୟବସ୍ଥା ପରାମର୍ଶ |

ଖୋର୍ଦ୍ଧା : ସ°ପ୍ରତି ପାର୍ବଣ ଋତୁରେ ପୂର୍ବ ତଟ ରେଳବାଇର ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜନସାଧାରଣଙ୍କ ସୁବିଧା ପାଇଁ 55 ଯୋଡା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି | ଟ୍ରେନ୍ ସଂଖ୍ୟାରେ ଧୀରେ ଧୀରେ ବୃଦ୍ଧି ହେତୁ ଯାତ୍ରୀମାନଙ୍କର ନିରାପଦ ଏବଂ ସୁରକ୍ଷିତ ଯାତ୍ରା ନିମନ୍ତେ ମଣ୍ଡଳର ସମସ୍ତ ରେଳ ଷ୍ଟେସନରେ ସୁରକ୍ଷା ପଦକ୍ଷେପକୁ ବୃଦ୍ଧି କରାଯାଇଛି। ଏହି ପାର୍ବଣ ଋତୁରେ ଯାତ୍ରୀମାନଙ୍କୁ ଟ୍ରେନ୍ ଯାତ୍ରା ସମୟରେ କରୋନା ଭାଇରସ୍ ସଂକ୍ରମଣରୁ ଦୂରେଇ ରଖିବା ପାଇଁ, ମଣ୍ଡଳ […]

ବ୍ରହ୍ମପୁର

ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ କମିଟି ବୈଠକ, ପ୍ରତି ବ୍ଲକରେ ଖୋଲାଯିବ ଅଭିଯୋଗ ପ୍ରକୋଷ୍ଠ

ଛତ୍ରପୁର : ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରୀୟା ଚଳିତ ବର୍ଷ ଡିସେମ୍ବର ୧୫ତାରିଖ ଠାରୁ ଆରମ୍ଭ କରାଯିବ । ସେଥି ନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଭିଡି କନଭେରନ୍ସିଂ ଜରିଆରରେ ଅନୁଷ୍ଠିତ ହୋଇଯାଇଛି । କମିଟି ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ , ବିଧାୟିକା , ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର , ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ସାଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବୈଠକରେ ଅଂଶ ଗ୍ରହଣ […]

ବ୍ରହ୍ମପୁର

ଚଳିତ ସପ୍ତାହରେ ଗ୍ରୀନ ଦିପାବଳୀ ପାଳନ ହେଉ

ମାସ୍କ ପିନ୍ଧି ନଥିଲେ କୌଣସି ସେବା ଯୋଗାନ୍ତୁ ନାହିଁ : ଜିଲ୍ଲାପାଳ ଛତ୍ରପୁର : ଭିଡିଓ କନଫରେନ୍ସି ଜରିଆରେ ଜିଲ୍ଲା ସ୍ତରୀୟ କୋଭିଡ୍ ପରିଚାଳନା ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୋକାନ ଠାରୁ ଆରମ୍ଭ କରି ବ୍ୟାଙ୍କ ସେବା ବସ୍‌,ଅଟୋ,ତହସିଲ୍‌,ବ୍ଲକ କାର୍ଯ୍ୟାଳୟ ସେବା,ଚିକିତ୍ସାଳୟ ଇତ୍ୟାଦି ସମସ୍ତ ସରକାରି ବେସରକାରୀ ସେବା ଗୁଡିକ ବିନା ମାସ୍କରେ ସେବା ଯୋଗାଇଦେବାକୁ ବାରଣ କରାଯାଇଛି । ଲୋକ କୌଣସି କାମରେ ଘରକୁ ବାହାରିଲେ […]

ବ୍ରହ୍ମପୁର

ଗୋଷ୍ଠୀଗତ ଭାଗିଦାରୀରେ “ମୋ ୱାର୍ଡ”

ଛତ୍ରପୁର : ଜିଲ୍ଲାର ସମଗ୍ର ୱାର୍ଡ ରେ ମୋ ୱାର୍ଡ କାର୍ଯ୍ୟକ୍ରମ ପରିଚାଳିତ ହେବ । ୱାର୍ଡ ରେ ସ୍ଥାନୀୟ ଲୋକଙ୍କୁ କୁ ନେଇ ୱାର୍ଡ ଉନ୍ନୟନ କମିଟି ଗଠନ କରାଯିବ । ଏବଂ ସେହି କମିଟି ଦ୍ୱାରା ୱାର୍ଡ ର ସାମୁହିକ ବିକାଶ ଦିଗରେ ପ୍ରଯତ୍ନ କରାଯିବ । ଏହା ଦ୍ୱାରା ପ୍ରତି ୱାର୍ଡର ରାସ୍ତାଘାଟ ନାଳ ନର୍ଦ୍ଦମା ଆଲୋକ ବ୍ୟବସ୍ଥା,ସଫେଇ କାର୍ଯ୍ୟ କରାଯିବାର ଆଭିମୁଖ୍ୟ ରହିବ । ଏଥୀ ସକାଶେ ଆଜି ଜିଲ୍ଲା ସ୍ତରୀୟ […]

ବ୍ରହ୍ମପୁର

ମା ତାରାତାରିଣି ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ

ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ରୁଷିକୁଲ୍ୟା ସମ୍ମିଳନୀ କକ୍ଷରେ ମା ତାରାତାରିଣୀ ମନ୍ଦିର ଅଂଚଳର ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଜଣାଇଥିଲେ ଯେ, ସମସ୍ତ କାର୍ଯ୍ୟ ସକାଶେ ଅଲଗା ଅଲଗା ଟେଣ୍ଡର ନ କରି ସମିଶ୍ରିତ ଟେଣ୍ଡର କରି କାର୍ଯ୍ୟ ଶୀଘ୍ର୍ର ଆରମ୍ଭ କରି ଶେଷ କରନ୍ତୁ । ତିଆରି କରାଯାଇଥିବା ପଥର ପାହାଚ […]

ଓଡ଼ିଶା

ଡକାୟତ ଗ୍ୟାଙ୍ଗକୁ ଠାବ କଲା ଗଂଜାମ ପୁରୁଷୋତମପୁର ପୋଲିସ, ସୁନା ଅଳଙ୍କାର ଓ ଅନ୍ୟ ସାମଗ୍ରୀ ଜବତ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ପୁରୁଷୋତମପୁର ଚାଙ୍ଗୁଡିପଦର ସାହି ନିବାସୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରେ ହୋଇଥିବା ଡକାୟତିର ପର୍ଦାଫାଶ କରିଛି ପୋଲିସ । ଏହି ଘଟଣାରେ  ମାଷ୍ଟରମାଇଣ୍ଡ ସମେତ 15 ଜଣଙ୍କୁ ପୁରୁଷୋତମପୁର ପୋଲିସ ଗିରଫ କରିବା ସହ ଅଭିଯୋଗକାରୀଙ୍କ ଘରୁ ଚୋରି ହୋଇଯାଇଥିବା କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର, ମୋବାଇଲ, ସିସିଟିଭିର ଡିଭିଆର୍ ଓ ଷ୍ଟାବିଲାଇଜର ଜବତ କରିଛି ପୋଲିସ । ଗତମାସ ୧୨-୧୩ ତାରିଖ ରାତିରେ ଚାଙ୍ଗୁଡିପଦର ଗାଁର ସୁରେନ୍ଦ୍ର କୁମାର […]