ଓଡ଼ିଶା

କଟକରୁ ବିପୁଳ ପରିମାଣର ସିନ୍ଥେଟିକ୍ ପନିର ଜବତ ।

କଟକ : କଟକରେ କିଛି ଦିନ ହେବ ନକଲି ମସଲା, ଘିଅ ଓ ସୋୟା ଭଳି ଅନେକ ଖାଦ୍ୟ ଦ୍ରବ୍ୟ ଉପରେ ଚଢ଼ାଉ ଚାଲିଥିବା ବେଳେ ଆଜି କଟକ ଚାଉଳିଆଗଞ୍ଜ ଥାନା ପୋଲିସ କଟକ ଓଏମପି ଠାରେ ଜବତ କରିଛି ଏକ କୁଇଣ୍ଟାଲ ରୁ ଉର୍ଦ୍ଧ ନକଲି ସିନ୍ଥେଟିକ୍ ପନିର। ଦିନକୁ ଦିନ ଭେଜାଲ କେନ୍ଦ୍ର ପାଲଟିଗଲାଣି ରୌପ୍ୟ ନଗରୀ। କେବେ କଟକରୁ ନକଲି ଘିଅ ଜବତ ହେଉଛି ତ’ କେବେ ମସଲା । ନକଲି ସାମଗ୍ରୀ […]

ଓଡ଼ିଶା

କେ. ନୂଆଗାଁ ଥାନା ଅଞ୍ଚଳର ପ୍ରମୋଦିନୀ ହତ୍ୟା ଘଟଣାର ଫର୍ଦ୍ଧାଫାସ, ଅଭିଯୁକ୍ତ ପ୍ରକାଶ ପୋଲିସ ପଞ୍ଚାରେ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନା ଅଞ୍ଚଳରେ ଗତ ମେ’ ମାସ ୧୦ ତାରିଖରେ ହୋଇଥିବା ପ୍ରମୋଦିନୀ ନାୟକଙ୍କ ହତ୍ୟା ଘଟଣାର ବହୁ ଦିନ ବିତି ଯାଇଥିଲେ ମଧ୍ୟ ବ୍ରହ୍ମପୁର ଜିଲ୍ଲା ପୋଲିସ୍ କୁ ମିଳିଛି ବଡ ସଫଳତା । ବହୁଦିନ ଧରି ଖୋଳତାଡ଼ ପରେ ହତ୍ୟାକାରି ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ଜିଲ୍ଲା ପୋଲିସ ଏପରିକି ଅଭିଯୁକ୍ତ ଉପରେ ସୂଚନା ପ୍ରଦାନକାରୀଙ୍କୁ ଦଶ ହଜାର ଟଙ୍କାର ପୁରସ୍କାର ରାଶି […]

ବ୍ରହ୍ମପୁର

ଦିଲ୍ଲୀ ଫେସନ ସୋ’ରେ ପୁରସ୍କୃତ ସବିତା ମହାଙ୍କୁଡ଼ଙ୍କୁ ଜାଗୃତି ଫିନେସ ପଏଣ୍ଟ ପକ୍ଷରୁ ସମ୍ବର୍ଦ୍ଧନା

ବ୍ରହ୍ମପୁର : ଦିଲ୍ଲୀର ଗ୍ରେଟେର ନୋଡ଼ାଏର କ୍ରାଉନ୍ ପୂଜାରେ ଅନୁଷ୍ଠିତ ହୋଇଥିବା ମିସ୍ ଆଣ୍ଡ ମିସେସ୍ କ୍ଲିନ୍ ଅପ୍ ହାର୍ଟସ ଫେସନ ସୋ’ରେ ବ୍ରହ୍ମପୁର ବ୍ୟାଙ୍କ କଲୋନୀ ତୃତୀୟ ଗଳି ନିବାସୀ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ପତ୍ନୀ ସବିତା ମହାଙ୍କୁଡ଼ ଭାଗ ନେଇ ଦୁଇଟି ବିଭାଗରେ ବେଷ୍ଟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ସେ ବ୍ରହ୍ମପୁର ମେଡ଼ିକାଲ ବ୍ୟାଙ୍କ କଲୋନୀ ୫ ମ ଗଳି ଟାୱାର ଲାଇନ୍ ସ୍ଥିତ ଜାଗୃତି ଫିଟନେସ୍ ପଏଣ୍ଟ ରେ ପ୍ରଶିକ୍ଷଣ […]

ବ୍ରହ୍ମପୁର

ଭିଜିଲାନ୍ସ ଜାଲରେ ଚିକିଟି ମହାବିଦ୍ୟାଳୟ ର ଲ୍ୟାବରଟାରୀ ଆସିଷ୍ଟାଣ୍ଟ୍

ବ୍ରହ୍ମପୁର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ର ଚଢଉ। ଚିକିଟି ମହାବିଦ୍ୟାଳୟ ର ଲ୍ୟାବରଟାରୀ ଆସିଷ୍ଟାଣ୍ଟ୍ କୈଲାଶ ଚନ୍ଦ୍ର ମହାନ୍ତି ଙ୍କ ବ୍ରହ୍ମପୁର ଶ୍ରୀ ଟାଓ୍ବାର ସ୍ଥିତ ବାସଭବନ ସମେତ ଚିକିଟି ଗଡ ରେ ଥିବା ପୈତୃକ ଘର, ଶ୍ବଶୁର ଙ୍କ ଘର, ଚିକିଟି ମହାବିଦ୍ୟାଳୟ ରେ ଥିବା ଅଫିସ ରୁମ,ଭୂବନେଶ୍ୱର ଥିବା ଆପର୍ଟମେଣ୍ଟ ର ଫ୍ଲାଟ ଏପରି ୬ ଟି ସ୍ଥାନ ରେ ଏକା କାଳୀନ ଭିଜିଲାନ୍ସ ବିଭାଗର ଚଢଉ ଜାରି […]

ବ୍ରହ୍ମପୁର

ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମଲେଖାରେ ସଂରକ୍ଷଣ ପ୍ରସ୍ତାବ,ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲା ଗଂଜାମ ଜିଲ୍ଲା ଯୁବ ବିଜେଡ଼ି

ବ୍ରହ୍ମପୁର : ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିବା ପରେ ଆଜି ଅଜିତ କୁମାର ପଣ୍ଡାଙ୍କ ନେତୃତ୍ୱରେ ତାଳୁକା ସରକାରୀ ପୌର ପାଳିକା ବାଳିକା ଉଚ୍ଚ ବିଦ୍ୟାଳୟ ସ୍କୁଲ ଠାରେ ଯୁବ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ  ଜ୍ଞାପନ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇ ଯୁବ ବିଜେଡ଼ିଙ୍କୁ ଉତ୍ସାହିତ କରିଥିଲେ । ଯେଉଁଥିରେ ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କ […]

ଓଡ଼ିଶା

ରବିବାର ଠାରୁ ମା ତାରାତାରିଣୀ ମନ୍ଦିର ସର୍ବସାଧାରଣଙ୍କ ନିମନ୍ତେ ଖୋଲା

ଛତ୍ରପୁର : ଆସନ୍ତା ରବିବାର ଠାରୁ ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀ ମନ୍ଦିର ସର୍ବ ସାଧାରଣଙ୍କ ଦର୍ଶନ ସକାଶେ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି  । ଚୈତ୍ର ମାସ ଦ୍ବିତୀୟ ମଙ୍ଗଳବାର ପରଠାରୁ କରୋନା ସଂକ୍ରମଣକୁ ରୋକିବା ନେଇ ଜିଲ୍ଲାର ସମସ୍ତ ମନ୍ଦିର ଗୁଡିକ ଜନ ସାଧାରଣଙ୍କ ଜନ ସମାଗମକୁ ରୋକିବା ନେଇ ବନ୍ଦ କରାଯାଇଥିବା ଦୀର୍ଘଦିନର ବ୍ୟବଧାନ ପରେ ସେବାୟତମାନଙ୍କ ସହ ଆଲୋଚନା ବିମର୍ଶ କରି ମନ୍ଦିର ଖୋଲିବା […]

ବ୍ରହ୍ମପୁର

ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ କୋଭିଡ ସଚେତନା ରଥର ଉଦଘାଟନ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ କରୋନକୁ ପ୍ରତିହାତ କରିବା ପାଇଁ ୟୁନିସେଫ୍ ଓଡଶା ବିଭାଗ ସହାୟତାରେ ଓଡିଶା ଭଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବଭାଗ ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଡି ଶଙ୍ଖ ବାଦନ ପୂର୍ବକ କୋଭିଡ୍ ସଚେତନତା ରଥ ପରିକ୍ରମାର ଉଦଘାଟନ କରାଯାଇଛି । ‌ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ୱର ବଳିରାମ ବନ୍ଦାର ପୂର୍ବାହ୍ନରେ ସବୁଜ […]

ବ୍ରହ୍ମପୁର

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କୁ ବିରୋଧ କରି ବ୍ରହ୍ମପୁର ଠାରେ ଥାଳି, ଘଣ୍ଟ ବାଡେଇ ପ୍ରତିବାଦ

ବ୍ରହ୍ମପୁର : ଦିଲ୍ଲୀ ଚାଲ କୃଷକ ମହାସଂଗ୍ରାମ ଆଜି 32 ଦିନରେ ପଦାର୍ପଣ କରିଛି ହେଲେ କେନ୍ଦ୍ରର ମୋଦୀ ସରକାର କୃଷକ ଆନ୍ଦୋଳନ ପ୍ରତି ଦାୟୀତ୍ବ ହୀନତାର ପରିଚୟ ଦେଇଛି ବୋଲି କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି. ଡ଼ ସ୍ୱାମୀ ନାଥନ କୃଷି କମିଶନ ଙ୍କ ସୁପାରିଶ କୁ ଆଧାର କରି ଫସଲର ସର୍ବ ନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ କରିବା କ୍ଷେତ୍ରରେ ମୋଦୀ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି ଯାହାକି କୃଷକ […]

ବ୍ରହ୍ମପୁର

ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବା ପାଇଁ ୟୁନିସେଫ୍ ଓଡିଶା ଶାଖା ସହାୟତାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରୁ ସାଂସ୍କୃତିକ କାର୍ୟ୍ୟକ୍ରମ ଯୋଡି ଶଙ୍ଖ ବାଦନ ପୂର୍ବକ କୋଭିଡ୍ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୂର୍ବାହ୍ନରେ ସବୁଜ ପତାକା ଦେଖାଇ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ […]

ବ୍ରହ୍ମପୁର

ଗଞ୍ଜାମ : ହେଡ଼କ୍ଵାଟର ନ ଛାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।  ଆସନ୍ତା ୨୯ ତାରିଖ ଯାଏଁ ପ୍ରତିଦିନ ୨ଟି ବ୍ଲକ ବୁଲିବ ଏହି ରଥ । ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବ୍ରିଟେନରୁ ୩ ଜଣ ବ୍ରହ୍ମପୁର ଫେରିଛନ୍ତି ଏବଂ ଜଣଙ୍କୁ ଚିହ୍ନଟ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି।  କରୋନା ଟିକା ନ ଆସିବା ଯାଏଁ ଆମକୁ ସତର୍କ ରହିବାକୁ ହେବ ବୋଲି ରଥ ଶୁଭାରମ୍ଭ […]