ବ୍ରହ୍ମପୁର : ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ସାଧାରଣ ବୈଠକ ସ୍ଥାନୀୟ ଗୋସାଇଁ ନୂଆଗାଁ ମା କାଳୁଆ ହୋଟେଲ୍ ସଭା କକ୍ଷ ଠାରେ ସଂଘ ସଭାପତି ଦିଲ୍ଲୀପ କୁମାର ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏବଂ ଗଞ୍ଜାମ ଜିଲ୍ଲା ଦଣ୍ଡ ନାଟ ମହାସଂଘ ସଭାପତି ଶିବରାମ ପ୍ରଧାନ ଅତିଥି ଭାବରେ ଯୋଗଦେଇ […]
Month: March 2021
ବଦଳିଲେ ବୁର୍ଲା ଭୀମସାରର ଅଧ୍ୟକ୍ଷ ଓ ଅଧିକ୍ଷକ
ସମ୍ବଲପୁର: ବଦଳିଲେ ବୁର୍ଲା ଭୀମସାରର ଅଧ୍ୟକ୍ଷ ଓ ଅଧିକ୍ଷକ। ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରାଙ୍କ ସ୍ଥାନରେ ନୂତନ ଅଧ୍ୟକ୍ଷ ଭାବେ ଭୀମସାର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକଙ୍କୁ ନିଯୁକ୍ତ କରାଯାଇଛି। ଅଧିକ୍ଷକ ପ୍ରଫେସର ଡାକ୍ତର ବ୍ରଜ ମୋହନ ମିଶ୍ର ଙ୍କ ସ୍ଥାନ ଗ୍ରହଣ କଲେ ଚକ୍ଷୁ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା। ପୂର୍ବରୁ ଅଧ୍ୟକ୍ଷ ଥିବା ଜୟଶ୍ରୀ ଦୋରା ବଦଳି ହୋଇଛନ୍ତି, ତାଙ୍କ […]
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ, ପ୍ରଧାନମନ୍ତ୍ରୀ ନେଲେ କରୋନା ଭ୍ୟାକ୍ସିନ
ନୂଆଦିଲ୍ଲୀ: କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ବେଳେ କରୋନା ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ଟିକା ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ୍’ ଦିଆଯାଇଛି । କମ୍ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକ ଓ ଡାକ୍ତରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀ ଟିକା ନେବା ସହ ଭାରତକୁ କୋଭିଡ୍ […]
ଲୋକସେବା ଆୟୋଗ ଅଧ୍ୟକ୍ଷ ହେଲେ ସତ୍ୟଜିତ ମହାନ୍ତି
ଭୁବନେଶ୍ବର: ଲୋକସେବା ଆୟୋଗ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି ସତ୍ୟଜିତ ମହାନ୍ତି । ଅଗ୍ନିଶମ ବିଭାଗର ଡିଜି ପଦରୁ ରବିବାର ଅବସର ନେଇଥିଲେ ସତ୍ୟଜିତ୍ । ୧୯୮୮ ବ୍ୟାଚର IPS ଅଫିସର ସତ୍ୟଜିତ ମହାନ୍ତି ପୋଲିସ କମିଶନର ଓ ଡିଜିପି ଭାବେ ଦାୟିତ୍ବ ତୁଲାଇଛନ୍ତି । ରବିବାର ଓଡ଼ିଶା ପୋଲିସ ସେବାରୁ ଅବସର ନେବା ପରେ ସୋମବାର ଲୋକସବା ଆୟୋଗ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ନିଜର ୩୩ ବର୍ଷ ବୃତ୍ତିଗତ ଜୀବନକାଳରେ ବିଭିନ୍ନ […]
କୋଭାକ୍ସିନ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଥିବାବେଲେ ଆଜି ଏଭି ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବିଧାନସଭା ଡିସ୍ପେନ୍ସାରିରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି କୋଭାକ୍ସିନ ଟିକା ନେଇଛନ୍ତି । ସୂଚନା ମୁତାବକ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ସାମିଲ ହେବା ସହ ଟିକା ନେଇପାରିବେ । ସେହିପରି ସମସ୍ତଙ୍କୁ ଟିକା ନେବାକୁ ଆହ୍ୱାନ […]