ଦେଶ ବିଦେଶ

ଏଚ୍‌ଆଇଭି ସଂକ୍ରମିତ ରକ୍ତ ଦେଇଥିବା ଡାକ୍ତରଖାନାକୁ ୨୦ଲକ୍ଷ ଜରିମାନା

ନୂଆଦିଲ୍ଲୀ : ଡାକ୍ତରଖାନାର ଭୁଲ ରକ୍ତ ପାଇଁ ଜଣେ ଶିଶୁ ଏଚ୍‌ଆଇଭି ସଂକ୍ରମିତ ହେବାରୁ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ୨୦ଲକ୍ଷ ଟଙ୍କା ଦଣ୍ଡ ଗଣିବେ। ଚେନ୍ନାଇ ସିଟି ସିଭିଲ କୋର୍ଟ ଏହି ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ଡିସେମ୍ବର ୧୯୯୮ରେ ପୀଡ଼ିତଙ୍କୁ ୭ମାସ ହୋଇଥିବା ବେଳେ ସେ ଡାଇରିଆର ଶିକାର ହୋଇଥିଲେ। ଚିକି ଚିକିତ୍ସା ପାଇଁ ପରିବାର ଲୋକେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଇଲଡ୍‌ ହେଲଥ୍‌ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ପେଟରେ […]

ଦେଶ ବିଦେଶ

ସୋସିଆଲ୍‌ ଇଂଜିନିୟରିଂ ସାଇବର ଆକ୍ରମଣ ସମ୍ଭାବନା, ସରକାରୀ ଅଧିକାରୀଙ୍କୁ ସତର୍କ କରାଇଲା କେନ୍ଦ୍ର ଗୃହ ବିଭାଗ

ନୂଆଦିଲ୍ଲୀ : ସୋସିଆଲ୍‌ ଇଂଜିନିୟରିଂ ସାଇବର ଆକ୍ରମଣର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଛି ଆଡଭାଇଜରୀ। ଏଭଳି ଆଟାକ୍‌ରେ କ’ଣ କରିବାକୁ ହେବ ସେ ନେଇ ବିସ୍ତୃତ ସୂଚନା ଦିଆଯାଇଛି। ସରକାରୀ ସ୍ତରର ଗୁପ୍ତ ସୂଚନା ପାଇଁ ଅଧିକାରୀମାନଙ୍କୁ ଏହା ମାଧ୍ୟମରେ ଶିକାର କରାଯାଇପାରେ। ତେଣୁ ସତର୍କ ରହିବାକୁ କୁହାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଅଜଣା ଫୋନ୍‌ କଲ୍‌, ଇ-ମେଲ ଏବଂ ମେସଜ୍‌ ଠାରୁ ଅଧିକାରୀମାନେ […]

ଓଡ଼ିଶା

ସରକାରୀ ତାଲିକାରୁ ବାଦ୍ ପଡିଲା କଳିଙ୍ଗ ହସ୍ପିଟାଲ

ଭୁବନେଶ୍ଵର : ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିବା କଳିଙ୍ଗ ହସ୍ପିଟାଲ ପାଇଁ ମହଙ୍ଗା ପଡ଼ିଛି । ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ଦିଆଯାଇଛି। ଦୁର୍ବ୍ୟବହାର କରୁଥିବା ୪ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ଅନ୍ୟ ହସ୍ପିଟାଲ୍‌ରେ ଯେପରି ଏମିତି ଘଟଣା ନଘଟିବ, ସେଥିପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା […]

ଓଡ଼ିଶା

ବିଧାନସଭାରେ ଉଠିଲା ଖଦୀବୋର୍ଡ ଦୁର୍ନୀତି ଓ ବିଶ୍ଵବିଦ୍ୟାଳୟ ଆକାଉଣ୍ଟ ଅଡିଟ ପ୍ରସଙ୍ଗ

ଭୁବନେଶ୍ୱର: ଆଜି ବିଧାନସଭାରେ ବିରୋଧିଦଳର ସଦସ୍ୟମାନେ ଉଠାଇଥିଲେ ବିଶ୍ଵବିଦ୍ୟାଳୟ ଆକାଉଣ୍ଟ ଅଡିଟ ଓ ଖଦୀବୋର୍ଡ ଦୁର୍ନୀତି ପ୍ରସଙ୍ଗ। ମନ୍ତ୍ରୀଙ୍କ ଉତ୍ତର ଦାବିରେ ହୋହଲ୍ଲା କରିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଶନିବାର ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଶ୍ଵବିଦ୍ୟାଳୟ ଆକାଉଣ୍ଟ ଅଡିଟ ରିପୋର୍ଟ କାହିଁକି ଗୃହରେ ଉସ୍ଥାପନ ହେଉନି ବୋଲି ପ୍ରଶ୍ନ  କରିଥିଲେ। ସେ କହିଲେ ଓଡିଶା ବିଶ୍ଵବିଦ୍ୟାଳୟ ଆକ୍ଟ ୧୯୮୯ ଅନୁସାରେ ସବୁ ବିଶ୍ବବିଦ୍ୟାଳୟ ଆକଉଣ୍ଟ ଅଡିଟ ହୋଇ ରିପୋର୍ଟ ଗୃହରେ […]

ଓଡ଼ିଶା

ଅଭିଯୋଗ ସମାଧାନ କରିବ କ୍ଷମତା ଏକ୍ସପ୍ରେସ୍

ଭୁବନେଶ୍ୱର : ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଶାରୀରିକ ଓ ମାନସିକ ସମସ୍ୟା ଅବା ବାର୍ଦ୍ଧକ୍ୟ ହେତୁ ନିଜ ଅଭିଯୋଗ ଜଣାଇବା ପାଇଁ ସରକାରଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି। ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ଭତ୍ତା ପାଇବା ପାଇଁ ବିଭାଗ ପାଖରେ ଗୁହାରି କରି ପାରୁନାହାନ୍ତି। କିନ୍ତୁ ଏବେ ସେମାନଙ୍କ ନିକଟରେ ପହଞ୍ଚିବ କ୍ଷମତା ଏକ୍ସପ୍ରେସ୍ । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆରମ୍ଭ କରାଯାଇ […]

ବ୍ରହ୍ମପୁର

ଶ୍ୱଶୁରର ଛୁରୀ ମାଡରେ ଜ୍ୱାଇଁ ଗୁରୁତର।

ଦିଗପହଣ୍ଡି  : ଦିଗପହଣ୍ଡି ପୁଞ୍ଜିକଁୟା ଛକ ନିକଟରେ ଗୁରୁବାର ରାତି ପ୍ରାୟ ସାଢେ଼ ୧୦ଟାରେ ଜଣେ ଯୁବକଙ୍କୁ ତାଙ୍କ ଶ୍ବଶୁର ଛୁରା ମାଡ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣକ ହେଲେ ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମର ସଞ୍ଜୟ ଗୌଡ।ସଞ୍ଜୟ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ତାଙ୍କ ଶ୍ବଶୁର ସେଠାରେ ପହଞ୍ଚି ସଞ୍ଜୟଙ୍କ ପେଟ ଓ ମୁଣ୍ଡକୁ ଛୁରିରେ ଅତର୍କିତ ଆକ୍ରମଣ କରିଥିଲେ। ଆଖ ପାଖରେ ଥିବା ଲୋକେ ଅଭିଯୁକ୍ତଙ୍କୁ ଗୋଡାଇବାରୁ ସେ ରାସ୍ତା […]

ବ୍ରହ୍ମପୁର

ଦୁର୍ବୁତ୍ତଙ୍କ ଆକ୍ରମଣରେ ଠିକାଦାର ଗୁରୁତର

ଭଞ୍ଜନଗର : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗୋଚ୍ଛାବାଡି ଗ୍ରାମରେ ଜଣେ ଠିକାଦାରଙ୍କୁ ଆଜି ରାତି ପ୍ରାୟ ୮ଟା ସମୟରେ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ ହୋଇଛି । ଆହାତ ଠିକାଦାର ଗଣ୍ଡାଧର ଗ୍ରାମର ବିରୁପାକ୍ଷ ନାୟକ ବୋଲି ଜଣାପଡିଛି। ଆହାତ ବିରୂପାକ୍ଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗନ୍ନାଥପ୍ରସାଦ ମେଡିକାଲ ଓ ପରେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରି୍ତ କରାଯାଇଛି । ରାସ୍ତା ନିର୍ମାଣ କାର୍ଯ୍ୟକୁ କେନ୍ଦ୍ରକରି ଠିକାଦାରଙ୍କୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଜଗନ୍ନାଥପ୍ରସାଦ […]

ବ୍ରହ୍ମପୁର

ବିଦ୍ୟାଳୟରେ ଫୁଟିଲା ବୋମା ।

ବ୍ରହ୍ମପୁର :ଗଂଜାମ ଜିଲ୍ଲା ଆସିକା ଥାନା ମାଗୁରା ଗାଁ ସରକାରୀ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୋମା ବିସ୍ଫୋରଣ ଘଟି ବିଦ୍ୟାଳୟର ଦୁଇ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ମାଗୁରା ଗାଁରେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଶନିବାର ଥିବାରୁ ସକାଳୁଆ ସ୍କୁଲ ଚାଲିଥିଲା । ସେଠାରେ ମଧ୍ୟାହ୍ନ ଭୋଜନ ଚାଲିଥିବା ବେଳେ ଜଣେ ଛାତ୍ର ତାବିଜ ଭଳି […]

ବ୍ରହ୍ମପୁର

ଦ୍ଵିତୀୟ ଦିନରେ ପହଁଚିଲା ଏମ କେ ସି ଜି ଧାରଣା

ବ୍ରହ୍ମପୁର : ବ୍ରହ୍ମପୁରରେ ନିର୍ମିତ ହୋଇଥିଲା ଓଡ଼ିଶାର ପ୍ରଥମ ମହିଳା ନର୍ସିଙ୍ଗ ମହାବିଦ୍ୟାଳୟ ଯେଉଁଠାରେ ୨୦୦୯ ମାସସିହାରୁ ବାଳକମାନେ ନର୍ସିଙ୍ଗ ପାଠ୍ୟକ୍ରମ ପଢିବାପାଇଁ ଯୋଗଦାନ ଦେଇଥିଲେ , କିନ୍ତୁ ଛାତ୍ରମାନେ ରହିବାର କୌଣସି ସୁବିଧା ଯୋଗାଇଦିଆଯାଇ ପାରୁନଥିଲା ସେଥିପାଇଁ ଛାତ୍ରମାନେ କଲେଜ କତୃପକ୍ଷକୁ ଦାବି ଜଣାଇଥିଲେ ଏହାକୁ ଭିର୍ତ୍ତିକରି ନିର୍ମାଣ ହୋଇଥିଲା ଛାତ୍ରାବାସ ଗୃହ , କିନ୍ତୁ ଏହି ଗୃହ ଗୁଡିକ ବର୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ ଦିଆଯାଇନାହିଁ କଲେଜ କତୃପକ୍ଷଙ୍କୁ ଏ ନେଇ ପ୍ରଶ୍ନ କରିଲେ ଉତର […]

ଦେଶ ବିଦେଶ

ଅଣ୍ଡରୱାର୍ଲ୍ଡ ଡନ ଦାଉଦର ଭଣଜା ଗିରଫ

ମୁମ୍ବାଇ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଭଣଜା ରିଜବାନ କାରକରକୁ ମୁମ୍ବାଇ କ୍ରାଇମବ୍ରାଂଚ ଗିରଫ କରିଛି । ରିଜବାନ ହେଉଛି ଇକବାଲ କାରକରର ପୁଅ । ପୋଲିସ ତାକୁ ଏକ୍ସଟର୍ସନ ମାମଲାରେ ଗିରଫ କରିଛି । ତାର ପିତା ଇକବାଲ ମଧ୍ୟ ସମାନ ମାମଲାରେ ଜେଲରେ ଅଛି  । ସୂଚନା ମୁତାବକ, ଛୋଟା ସକିଲର ସହଯୋଗୀ ଅଫରୋଜ ବଦାରିଆକୁ ମୁମ୍ବାଇ ପୋଲିସ ହାବାଲା ମାମଲାରେ ଗିରଫ କରିଥିଲା । ଏହି ମାମଲାରେ ଦାଉଦର ଭଣଜାକୁ ଗିରଫ କରାଯାଇଛି […]