Breaking ଓଡ଼ିଶା

ଗଜପତିରେ ବଢିଲା ଆନୁଷ୍ଠାନିକ କ୍ୱାରାଣ୍ଟାଇନ ଅବଧି

ପାରଳାଖେମୁଣ୍ଡି : ( ଯୋତ୍ସ୍ନାରାଣୀ ) ଆନୁଷ୍ଠାନିକ କ୍ବାରଣ୍ଟାଇନ ଅବଧି ବଢାଇଲା ଜିଲ୍ଲା ପ୍ରଶାସନ। ଆଜିଠାରୁ ୨୧ ଦିନକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୪ଦିନ ଥିବା ବେଳେ ୭ଦିନ ଘରେ କ୍ବାରଣ୍ଟାଇନ ଅବଧି ରହିଥିଲା। ତେବେ ୨୧ ଦିନ ସଂଗରୋଧରେ ରହିବା ପରେ ୧ମ କିସ୍ତିରେ ପ୍ରୋତ୍ସାହନ ରାଶି ୧୦୦୦ଟଙ୍କା ଏବଂ ପରବର୍ତ୍ତୀ ୭ଦିନ ଘରୋଇ ସଙ୍ଗରୋଧରେ ରହିବା ପରେ ସମ୍ପୃକ୍ତ ଓ୍ବାର୍ଡ ମେମ୍ବରଙ୍କ ସନ୍ତୋଷଜନକ ସୁପାରିଶ କ୍ରମେ ଦ୍ବିତୀୟ କିସ୍ତିର ୧୦୦୦ ଟଙ୍କା ପ୍ରୋତ୍ସାହନ […]

Breaking

ବାହାର ଜିଲ୍ଲା ପୋଲିସ କୁ ପୁରୀ ଯିବା ମନା, ଅଫିସ କାମ ବାହାନା ରେ ପୁରୀ ଯାଇ ପାରିବେ ନାହିଁ । ଏଥିପାଇଁ ପୋଲିସ କର୍ତ୍ତୃପକ୍ଷଙ୍କ ତରଫରୁ ଅନୁମତି ନେବାକୁ ପଡିବ ।

Breaking

ଏଣିକି ହଟସ୍ପଟ ଏରିଆରୁ ଭୁବନେଶ୍ବର ଆସିଲେ ରହିବେ ସରକାରୀ କ୍ୱାରେନଟାଇନ ସେଣ୍ଟର ରେ । ଭୁବନେଶ୍ୱର ମହାନଗର ନିଗମର ସୂଚନା ।

Breaking

ଯୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ । ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଜିଜିସିଏ) ର ନିଷ୍ପତ୍ତି ।

Breaking

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୂଚନା ଟୀକା ନ ବାହାରିବା ଯାଏ ସାମାଜିକ ଦୂରତା ବଜାୟ ରଖନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ ।