ଅଭିମାନିନୀ ତୁମେ କୃଷ୍ଣ ମୁଁ କୃଷ୍ଣା ତୁମେ ପୂଣ୍ୟର ଜଳଧି ମୁଁ କିନ୍ତୁ ତୃଷ୍ଣା ତୁମେ ସର୍ବ ଯଜ୍ଞର ପୂର୍ଣାହୁତି ମୁଁ ଯାଜ୍ଞସେନୀ ଏ ସୃଷ୍ଟି ତୁମ ସୃଷ୍ଟି ସତ ତମେ କିନ୍ତୁ ମୋ ପାଖରେ ଋଣୀ ମୁଁ ଆଜି ଯାଏ ଜାଣି ପାରିନି ତୁମେ ଅବିବେକୀ . ନା ମୁଁ ବୋକୀ…? ବାରମ୍ବାର ମୁଁ ଲଜ୍ଜିତ ଲାଂଛିତ ଅପମାନିତ ହେଲେ ବି କାହିଁକି ହରାଇ ପାରୁନି ତୁମଠାରୁ ଆସ୍ଥା ଯଦିଓ ମୁଁ ଜାଣିଛି ତୁମ ଇଛା […]
ମନୋରଞ୍ଜନ
ପଜିଟିଭ ଚିହ୍ନଟ ହେଲେ ବଲିଉଡର ଏହି ଲଭ ବାର୍ଡ
ମୁମ୍ବାଇ: ଜଣଙ୍କ ପରେ ଜଣେ ବଲିଉଡ ତରକାଙ୍କୁ କବଳିତ କରୁଛି କରୋନା। ପଜିଟିଭ ଚିହ୍ନଟ ହୋଇଛନ୍ତି ୨ ଲଭବାର୍ଡ । ବଲିଉଡର ହଟ ମମ ମଳାଇକା ଅରୋରା ଓ ହ୍ୟାଣ୍ଡସମ୍ ହଙ୍କ ଅର୍ଜୁନ କପୁର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମେ ଅଭିନେତା ଅର୍ଜୁନ କାପୁରଙ୍କୁ କରୋନା ପଜିଟିଭ ହୋଇଥିବା ପ୍ରଥମେ ଖବର ଆସିବା ପରେ ପରେ ମଲାଇକା ଆରୋରା ମଧ୍ୟ କରୋନା ପଜିଟିଭ ଥିବା ଜଣାପଡିଛି ।ଜାତୀୟ ଗଣମାଧ୍ୟମର ଖବର ମୁତାବକ ମଲାଇକା ନିଜେ […]
ଅଷ୍ଟ୍ରେଲିଆରେ ପତକା ଉତ୍ତୋଳନ କଲେ କରଣ ଜୋହର୍
ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସହର ଏବେ ବଲିଉଡ୍ ତାକରାଙ୍କ ପାଇଁ ଆହୁରି ରଙ୍ଗୀନ୍ ହୋଇଯାଇଛି । ସେଠାରେ ଅନୁଷ୍ଠିତ ହେଉଥିବା ‘ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ମେଲବର୍ଣ୍ଣ ୨୦୧୯’ ଉତ୍ସବ ପାଇଁ ବଲିଉଡ୍ ତାକରାଙ୍କ ଭିଡ଼ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହି ଧାରାରେ ବି ଟାଉନର ନାମୀ ନିର୍ଦ୍ଦେଶକ କରଣ ଜୋହର୍ ମଧ୍ୟ ମେଲବର୍ଣ୍ଣ ଗସ୍ତ କରିଥିଲେ । ଭାରତୀୟ ସିନେମାର ଗୌରବ ମଣ୍ଡନ କରୁଥିବା ଏହି ଉତ୍ସବକୁ ଅବିସ୍ମରଣୀୟ କରିବା ପାଇଁ କରଣ ଜୋହର୍ ସ୍ୱାଧୀନତା […]
ଭୁବନେଶ୍ୱରରେ ସୁପର୍ ଥାର୍ଟି ପ୍ରତିଷ୍ଠାତା ଆନନ୍ଦ କୁମାର
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ସୁପର୍ ଥାର୍ଟି ପ୍ରୋଗ୍ରାମ୍ର ପ୍ରତିଷ୍ଠାତା ତଥା ଅନେକ ଯୁବକ ଯୁବତୀଙ୍କ ପ୍ରେରଣାର ଉତ୍ସ ଆନନ୍ଦ କୁମାର। ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ସୁପର୍ ଥାର୍ଟିର ପ୍ରମୋଶନ୍ ପାଇଁ ଆଜି ଭୁବନେଶ୍ୱର ସିନେମା ହଲ୍ କେଶରୀ ଟକିଜ୍କୁ ଆସିଥିଲେ ପାଟନାର ଏହି ଗଣିତଜ୍ଞ ତଥା ଚର୍ଚ୍ଚିତ ଶିକ୍ଷାବିତ୍ ଆନନ୍ଦ। ତାଙ୍କୁ ପାଖରେ ପାଇଁ ସତେ ଯେମିତି ଫିଲ୍ମ ଦେଖିବାକୁ ଆସିଥିବା ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହର ଲହରି ଖେଳିଯାଇଥିଲା। କିଏ ସେଲ୍ଫି ନେଉଥିଲେ […]
୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ସୁପର-୩୦
ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ସୁପର–୩୦। ହ୍ରିତିକ୍ ରୋଶନ ଏବଂ ମୃଣାଲ ଠାକୁରଙ୍କ ଏହି ଫିଲ୍ମ ସିନେମା ହଲ୍ରେ କ୍ରମାଗତ ଭାବ ବେଶ ଭଲ ବିଜିନେସ୍ କରୁଛି। ସିନେ କ୍ରିଟିକ୍ ତରୁଣ ଆଦର୍ଶଙ୍କ ତଥ୍ୟ ଅନୁସାରେ, ସୁପର–୩୦ ପ୍ରଥମ ଦିନ ଶୁକ୍ରବାର ୧୨ କୋଟି, ଦ୍ୱିତୀୟ ଦିନରେ ୧୮ କୋଟି ଓ ତୃତୀୟ ଦିନରେ ୨୦.୫୦ କୋଟି ଟଙ୍କା ଆୟ କରିଥିଲା । ଏଯାବତ୍ ଏହି ଫିଲ୍ମ ୯୯ କୋଟି ଟଙ୍କା ଆୟ କରିସାରିଲାଣି। […]