nabin patnaik
ଓଡ଼ିଶା ରାଜନୀତି

ନବୀନଙ୍କୁ ଭରସିଲେ ପାଟକୁରାବାସୀ, ବିଜୟଙ୍କୁ ଭାଗ୍ୟ ସାଥ ଦେଲାନି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନକୁ ନେଇ ଗତ କିଛିଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଜେଡିକୁ ଏଠାରେ ମିଳିଛି ସଫଳତା । ବିଜୟୀ ହୋଇଛନ୍ତି ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ । ପୁଣି ଥରେ ପରାଜୟର ସ୍ୱାଦ ଚାଖିଛନ୍ତି ବରିଷ୍ଠ ରାଜନେତା ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ଭାଗ୍ୟ ତାଙ୍କୁ ସାଥ୍ ଦେଇନି । ପାଟକୁରା ବିଧାନସଭା କ୍ଷେତ୍ରର ଭୋଟମାନେ ମୁଖ୍ୟମନ୍ତ୍ରୀ ନବୀନ […]

ରାଜନୀତି

କର୍ଣ୍ଣାଟକ: ଆସ୍ଥା ଭୋଟରେ ହାରିଲା କଂଗ୍ରେସ-ଜେଡ଼ିଏସ୍ ମେଣ୍ଟ ସରକାର

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଶେଷ ହୋଇଛି ରାଜନୈତିକ ନାଟକ। ଆସ୍ଥା ଭୋଟରେ ହାରିଛି କୁମାରସ୍ୱାମୀଙ୍କ ମେଣ୍ଟ ସରକାର। ସରକାର ସପକ୍ଷରେ ୯୯ଟି ଭୋଟ ପଡିଥିବା ବେଳେ ବିରୋଧରେ ମତଦାନ କରିଛନ୍ତି ୧୦୫ ବିଧାୟକ। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ ଖୁବଶୀଘ୍ର ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବେ। ତାଙ୍କ ଇସ୍ତଫା ପରେ ରାଜ୍ୟପାଳ ବଜୁଭାଇ ଭାଲା ବିଜେପି ନେତା ବିଏସ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି।   ମଙ୍ଗଳବାର […]