ଓଡ଼ିଶା

ରାଜ୍ୟ ସ୍ତରୀୟ ମେମୋରିଆଲ୍ ବଲ୍ ବେଟମିଣ୍ଟନ ଟୁର୍ନାମେଣ୍ଟରେ , ଖୋର୍ଦ୍ଧା ଜିଲ୍ଲାକୁ ପ୍ରତିଯୋଗିତାର ବିଜେତା,ରାୟଗଡ଼ା ଜିଲ୍ଲା ରନର୍

ବ୍ରହ୍ମପୁର: ସ୍ଥାନୀୟ ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ ରବିବାର ରାଜ୍ୟ ସ୍ତରୀୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମେମୋରିଆଲ୍ ବଲ ବେଟମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଟିତ ହୋଇଯାଇଛି । ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ଭାଗ ନେଇଥିଲେ । ଦୁଇଟି କୋର୍ଟ ମଧ୍ୟରେ ୪ ଗୋଟି ଦଳକୁ ନେଇ ପ୍ରତିଯୋଗିତା ଚାଲିଥିଲା ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବଲ୍ ବେଡ଼ମିଣ୍ଟନ ଆସୋସିଏସନ କାର୍ଯ୍ୟକାରୀ […]

ଓଡ଼ିଶା

ଚିତାବାଘକୁ ଫାସରେ ପକାଇଥିବା ଘଟଣାରେ ୭ ଜଣ ଶିକାରୀ ଗିରଫ

ବୁଗୁଡା : ଗଞ୍ଜାମ ଜିଲ୍ଲା, ଦକ୍ଷିଣ ଘୁମୁସର ବନଖଣ୍ଡ,ବୁଗୁଡା ବନାଞ୍ଚଳ, ମାଣିତରା ସେକ୍ସନର ନଗୁଡୁ ଗ୍ରାମର ରାଜସ୍ୱ ବିଭାଗ ଜଙ୍ଗଲରେ ଗତ ଜାନୁଆରୀ ମାସ ୨୮ ତାରିଖ ରାତିରେ ଶିକାରୀମାନେ ପକାଇଥିବା ବାରହା ଫାସରେ ବାରହା ଓ ଚିତାବାଘ ଫସିଥିଲେ। ବାରହାକୁ ଶିକାରୀମାନେ ନେଇଯାଇ ଥିବା ବେଳେ ୨୯ ତାରିଖ ଦିନ ବନବିଭାଗ ଫାସରୁ ଚିତାବାଘକୁ ଉଦ୍ଧାର କରି ଜଙ୍ଗଲରେ ଛାଡିବା ପରେ ମୃତ୍ୟୁ ବରଣ କରିଥିଲା। ୩୦ ତାରିଖ ଦିନ ସକାଳେ ଶବ ବ୍ୟବଚ୍ଛେଦ ପରେ […]

ଓଡ଼ିଶା

ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସ ପାଳିତ ଗଞ୍ଜାମ କଂଗ୍ରେସର ଜନ ସମାବେଶ

ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମ ଠାରେ ଗଞ୍ଜାମ କଂଗ୍ରେସ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ତିରୋଧନ ଦିବସ ସମାରୋହ ବୈଠକ ଆୟୋଜିତ ହୋଇଥିଲା । ସମାରୋହ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା କଂଗ୍ରେସ ପ୍ରଭାରୀ ଡ଼. ଏ. ଚେଲ୍ହା କୁମାର । ଅନ୍ୟ ମାନଙ୍କ ମଧ୍ୟରେ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଗଞାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର […]

ଓଡ଼ିଶା

ଶ୍ରୀକ୍ଷେତ୍ର ପରେ ଅର୍କକ୍ଷେତ୍ର :ବିଶ୍ୱସ୍ତରୀୟ ହେବ କୋଣାର୍କ ଭିତ୍ତିଭୂମି

ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି । ଏହି କାର୍ଯ୍ୟକ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି । କୋଣାର୍କକୁ ପ୍ରତିଦିନ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଆନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହାର ବିଭିନ୍ନ […]

ଓଡ଼ିଶା

ମାର୍ଗ ଦେଖାଇବ ‘ପରୀକ୍ଷା ଦର୍ପଣ’ ୬ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀଙ୍କୁ ମାଗଣାରେ ଟେଷ୍ଟପେପର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦେବେ ଟେଷ୍ଟପେପର । ୬ ଲକ୍ଷ ୨୦ ହଜାର ୫୦୮ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ପ୍ରଦାନ କରିବେ ସରକାର । ଏନେଇ ସୁଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କୋଭିଡ ଯୋଗୁଁ ପାଠ ପଢାରେ ସୃଷ୍ଟି ହୋଇଥିଲା ବ୍ୟାଘାତ । ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ବିଦ୍ୟାଳୟ । ସେପଟେ ବର୍ତ୍ତମାନ ସ୍କୁଲ ଖୋଲିଛି ଏବଂ ପରୀକ୍ଷା ଦେବାକୁ […]

ଓଡ଼ିଶା

ଚଳିତ ବର୍ଷ ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ପରୀକ୍ଷାର୍ଥୀ

ଭୁବନେଶ୍ୱର : ସମସ୍ତ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ । ଅନ୍ୟ ସ୍କୁଲକୁ ଯାଇ ପରୀକ୍ଷା ଦେବାକୁ ଆଉ ପଡ଼ିବ ନାହିଁ । ଅନ୍ୟ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ପରୀକ୍ଷା ନିରୀକ୍ଷକ ଭାବେ ଉକ୍ତ ସ୍କୁଲ ମାନଙ୍କରେ କାର୍ଯ୍ୟ କରିବେ । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା […]

ଓଡ଼ିଶା

କଟକରୁ ବିପୁଳ ପରିମାଣର ସିନ୍ଥେଟିକ୍ ପନିର ଜବତ ।

କଟକ : କଟକରେ କିଛି ଦିନ ହେବ ନକଲି ମସଲା, ଘିଅ ଓ ସୋୟା ଭଳି ଅନେକ ଖାଦ୍ୟ ଦ୍ରବ୍ୟ ଉପରେ ଚଢ଼ାଉ ଚାଲିଥିବା ବେଳେ ଆଜି କଟକ ଚାଉଳିଆଗଞ୍ଜ ଥାନା ପୋଲିସ କଟକ ଓଏମପି ଠାରେ ଜବତ କରିଛି ଏକ କୁଇଣ୍ଟାଲ ରୁ ଉର୍ଦ୍ଧ ନକଲି ସିନ୍ଥେଟିକ୍ ପନିର। ଦିନକୁ ଦିନ ଭେଜାଲ କେନ୍ଦ୍ର ପାଲଟିଗଲାଣି ରୌପ୍ୟ ନଗରୀ। କେବେ କଟକରୁ ନକଲି ଘିଅ ଜବତ ହେଉଛି ତ’ କେବେ ମସଲା । ନକଲି ସାମଗ୍ରୀ […]

ଓଡ଼ିଶା

କେ. ନୂଆଗାଁ ଥାନା ଅଞ୍ଚଳର ପ୍ରମୋଦିନୀ ହତ୍ୟା ଘଟଣାର ଫର୍ଦ୍ଧାଫାସ, ଅଭିଯୁକ୍ତ ପ୍ରକାଶ ପୋଲିସ ପଞ୍ଚାରେ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନା ଅଞ୍ଚଳରେ ଗତ ମେ’ ମାସ ୧୦ ତାରିଖରେ ହୋଇଥିବା ପ୍ରମୋଦିନୀ ନାୟକଙ୍କ ହତ୍ୟା ଘଟଣାର ବହୁ ଦିନ ବିତି ଯାଇଥିଲେ ମଧ୍ୟ ବ୍ରହ୍ମପୁର ଜିଲ୍ଲା ପୋଲିସ୍ କୁ ମିଳିଛି ବଡ ସଫଳତା । ବହୁଦିନ ଧରି ଖୋଳତାଡ଼ ପରେ ହତ୍ୟାକାରି ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ଜିଲ୍ଲା ପୋଲିସ ଏପରିକି ଅଭିଯୁକ୍ତ ଉପରେ ସୂଚନା ପ୍ରଦାନକାରୀଙ୍କୁ ଦଶ ହଜାର ଟଙ୍କାର ପୁରସ୍କାର ରାଶି […]

ଓଡ଼ିଶା

ରବିବାର ଠାରୁ ମା ତାରାତାରିଣୀ ମନ୍ଦିର ସର୍ବସାଧାରଣଙ୍କ ନିମନ୍ତେ ଖୋଲା

ଛତ୍ରପୁର : ଆସନ୍ତା ରବିବାର ଠାରୁ ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀ ମନ୍ଦିର ସର୍ବ ସାଧାରଣଙ୍କ ଦର୍ଶନ ସକାଶେ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି  । ଚୈତ୍ର ମାସ ଦ୍ବିତୀୟ ମଙ୍ଗଳବାର ପରଠାରୁ କରୋନା ସଂକ୍ରମଣକୁ ରୋକିବା ନେଇ ଜିଲ୍ଲାର ସମସ୍ତ ମନ୍ଦିର ଗୁଡିକ ଜନ ସାଧାରଣଙ୍କ ଜନ ସମାଗମକୁ ରୋକିବା ନେଇ ବନ୍ଦ କରାଯାଇଥିବା ଦୀର୍ଘଦିନର ବ୍ୟବଧାନ ପରେ ସେବାୟତମାନଙ୍କ ସହ ଆଲୋଚନା ବିମର୍ଶ କରି ମନ୍ଦିର ଖୋଲିବା […]

ଓଡ଼ିଶା

ବିଜେଡି ମିଡିଆ ଟିମର ପୁନର୍ଗଠନ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଡିଆ ଟିମର ପୁନର୍ଗଠନ କରିଛନ୍ତି। ଜାତୀୟ ମୁଖପାତ୍ର ଭାବେ ୬ ଜଣ, ମୁଖପାତ୍ର ଭାବେ ୧୬ ଜଣ ଓ ପ୍ୟାନେଲିଷ୍ଟ ଭାବେ ୧୪ଜଣଙ୍କୁ ନିଯୁକ୍ତି ମିଳିଛି। ଜାତୀୟ ମୁଖପାତ୍ର ଟିମରେ ପ୍ରସନ୍ନ ଆଚାର୍ଯ୍ୟ , ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଶର୍ମିଷ୍ଠା ସେଠୀ ସାମିଲ କରାଯାଇଥିବା ବେଳେ ମୁଖପାତ୍ର ଭାବେ ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶଚନ୍ଦ୍ର […]