Uncategorized

ଖୋଜାପଲ୍ଲୀ ଗ୍ରାମରେ ଗୁଳିକାଣ୍ଡ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ବ୍ୟକ୍ତି ଜଣକ ଗ୍ରାମର ନୀଳକଣ୍ଠ ପରିଡ଼ା (୩୬)। ସନ୍ଧ୍ୟା ୭ଟାରେ ସେ ଦାଣ୍ଡରେ ଛିଡା ହୋଇଥିବା ସମୟରେ ବାଇକରେ ୨ଜଣ ଦୁର୍ବୃତ୍ତ ଆସି ଅମାନୁଷିକ ଭାବେ ତାଙ୍କୁ ପଛପଟୁ ଗୁଳିମାଡ କରିଥିଲେ। ତାଙ୍କ ଅଣ୍ଟାରେ ଗୁଳି ବାଜିଥିଲା। ପ୍ରଥମେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ଓ […]