Related Articles
ଗଜପତିରେ ବଢିଲା ଆନୁଷ୍ଠାନିକ କ୍ୱାରାଣ୍ଟାଇନ ଅବଧି
Posted on Author OnTv
Views: 28 ପାରଳାଖେମୁଣ୍ଡି : ( ଯୋତ୍ସ୍ନାରାଣୀ ) ଆନୁଷ୍ଠାନିକ କ୍ବାରଣ୍ଟାଇନ ଅବଧି ବଢାଇଲା ଜିଲ୍ଲା ପ୍ରଶାସନ। ଆଜିଠାରୁ ୨୧ ଦିନକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୪ଦିନ ଥିବା ବେଳେ ୭ଦିନ ଘରେ କ୍ବାରଣ୍ଟାଇନ ଅବଧି ରହିଥିଲା। ତେବେ ୨୧ ଦିନ ସଂଗରୋଧରେ ରହିବା ପରେ ୧ମ କିସ୍ତିରେ ପ୍ରୋତ୍ସାହନ ରାଶି ୧୦୦୦ଟଙ୍କା ଏବଂ ପରବର୍ତ୍ତୀ ୭ଦିନ ଘରୋଇ ସଙ୍ଗରୋଧରେ ରହିବା ପରେ ସମ୍ପୃକ୍ତ ଓ୍ବାର୍ଡ ମେମ୍ବରଙ୍କ ସନ୍ତୋଷଜନକ ସୁପାରିଶ କ୍ରମେ ଦ୍ବିତୀୟ କିସ୍ତିର ୧୦୦୦ […]