ଓଡ଼ିଶା

ଝର ଠାରେ ରକ୍ତଦାନ ଶିବିର

ଗାଇସିଲାଟ : (ଶ୍ୟାମସୁନ୍ଦର ସୁନା) ସାରା ବିଶ୍ବରେ ନିଜର କାୟା ବିସ୍ତାରର କରିଛି କରୋନା ଭୂତାଣୁ କୋଭିଟ-୧୯ I ଏଣୁ ଏହି ଭୂତାଣୁ ସହ ଲଢିବା ପାଇଁ ତଥା ଏହାକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଚାଲିଛି !ଏହାକୁ ସମଥନ କରି ଲୋକେ ମଧ୍ୟ ଘରୁ ବାହାରୁ ନାହାନ୍ତି କିନ୍ତୁ ଚିକିସାଳୟ ମାନଂକରେ ଥିବା ରୋଗୀ ମାନେ ରକ୍ତ ଭଣ୍ଡାରରେ ରକ୍ତ ଅଭାବରୁ ହଇରାଣ ହେଉଥିବା ବେଲେ ଆଜି ବରଗଡ ଜିଲ୍ଲା ସୋହେଲା ବ୍ଲକ ଝର ଗ୍ରାମ ଠାରେ ଗ୍ରାମର ଯୁବସମାଜ ତରଫରୁ  ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇ ୩୨ ୟୁନିଟ ରକ୍ତ ଶଂଗ୍ରହ କରାଯାଇଛି ! ଏହିରେ ସପତ୍ନୀ କୁନୁ ପାଢ଼ୀ ରକ୍ତଦାନ କରିଥିଲେ !ଏହି କାଯ୍ୟକ୍ରମକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ,ଜିଲ୍ଲାପରିଷଦ ସଭ୍ୟ ସୁବ୍ରତ ବେହେରା,ଦୟାନିଧି ପଟେଲ,ଡ.ବେଦବ୍ୟାସ ମେହେର,ପିଂକୁ ସାହୁ,ଲଖମନ ବରିହା,ଅଶୋକ ବାରିକ,ଭାଗବତିଆ ସାହୁ,ନରେନ୍ଦ୍ର ଅଗ୍ରଓ୍ବାଲ,ଯାଦବ ସାହୁ, ଜୟରାମସ କାଯ୍ୟକ୍ରମକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ,ଜିଲ୍ଲାପରିଷଦ ସଭ୍ୟ ସୁବ୍ରତ ବେହେରା,ଦୟାନିଧି ପଟେଲ,ଡ.ବେଦବ୍ୟାସ ମେହେର,ପିଂକୁ ସାହୁ,ଲଖମନ ବରିହା,ଅଶୋକ ବାରିକ,ଭାଗବତିଆ ସାହୁ,ନରେନ୍ଦ୍ର ଅଗ୍ରଓ୍ବାଲ,ଯାଦବ ସାହୁ, ଜୟରାମ ସାହୁ,ମିନି ପଧାନ,ଅଶ୍ବିନୀ ସାହୁ,ରାଧାକାନ୍ତ ମହାନନ୍ଦ,ଗୋପଲ ବେହେରା ଯୋଗଦେଇ ଦେଇଥିଲେ !ଝର ଗ୍ରାମ ପଂଚାୟତର ବିଜୁ ଯୁବବାହୀନି ସହଯୋଗ କରିଥିଲେ !ବରଗଡ ନିଷ୍ଠା ପରିବାର ସହଯୋଗ କରିଥିଲେ!